କାଶ୍ମୀର ସନ୍ଦିଗ୍ଧ ସୟଦ ଈଶାନ ବୁଖାରୀର ସ୍ତ୍ରୀ ଚାକିରିରୁ ବିଦା


କାଶ୍ମୀର ସନ୍ଦିଗ୍ଧ ସୟଦ ଈଶାନ ବୁଖାରୀର ସ୍ତ୍ରୀ ଚାକିରିରୁ ବିଦା।ଏକ ଘରୋଇ ସ୍କୁଲରେ ଶିକ୍ଷକ ଥିବା ବୁଖାରୀ ପତ୍ନୀର ଚାକିରି ଗଲା।ଆତଙ୍କୀ ଲିଙ୍କ୍ ନେଇ ଖବର ପ୍ରସାରଣ ପରେ ବିଦା କଲେ ସ୍କୁଲ କର୍ତ୍ତୃପକ୍ଷ।ନେଉଳପୁର ସ୍ଥିତ ଏକ ଘରୋଇ ସ୍କୁଲରେ ଶିକ୍ଷକ ଥିଲେ ବୁଖାରୀର ପତ୍ନୀ।


error: Content is protected !!