ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ସଂପର୍କିତ ମାମଲା


ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ସଂପର୍କିତ ମାମଲା।ହାଇକୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କଲେ ଆମିକସ୍ କ୍ୟୁରି।ଆସନ୍ତା ୧୯ରୁ ୨୧ ମଧ୍ୟରେ ବୈଠକ ଡକାଯାଇଥିବା ସୂଚନା।ବୈଠକରେ ବିମ୍ ଡିଜାଇନ୍ ଓ ମରାମତି ପ୍ରଣାଳୀ ଆଲୋଚନା ହେବ।ନାଟମଣ୍ଡପର କାଠ ସିଲିଂ ଭାଙ୍ଗି ଦିଆଯାଇଥିବା ରିପୋର୍ଟରେ ଉଲ୍ଲେଖ।


error: Content is protected !!