ଲୋକଙ୍କୁ ଟଙ୍କା ମାଗିବ କଂଗ୍ରେସ


୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପାଣ୍ଠି ଚିନ୍ତା। ଜନତା ଓ କଂଗ୍ରେସ କର୍ମୀଙ୍କୁ ଟଙ୍କା ମାଗିବ କଂଗ୍ରେସ। ଏହି ଅଭିଯାନକୁ ସମର୍ଥନ କରିବାକୁ ପିସିସି ସଭାପତି ଶରତ ପଟ୍ଟନାୟକ ଅପିଲ୍‌ କରିଛନ୍ତି। କହିଲେ, ପ୍ରତ୍ୟେକ ବୁଥରେ ୧୦ଟି ପରିବାରରୁ ଟଙ୍କା ଆଣିବେ କଂଗ୍ରେସ ନେତା।


error: Content is protected !!