ଟେନିସ ବଲ୍ କ୍ରିକେଟ ଟୋର୍ଣାମେଣ୍ଟର ଉଦଯାପନୀ ଉତ୍ସବ


ସ୍ଥାନୀୟ ସୁରଜ ବିହାରରେ “ଗଞ୍ଜାମ ମୁସଲିମ କମ୍ମ୍ୟୁନିଟୀ ଆସୋସିଏସନ୍” ତରଫରୁ ଆୟୋଜିତ ହୋଇଥିବା ଟେନିସ ବଲ୍ କ୍ରିକେଟ ଟୋର୍ଣାମେଣ୍ଟର ଉଦଯାପନୀ ଉତ୍ସବରେ ମାନ୍ୟବର ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡା, ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ବହୁ ବିଜେଡି ନେତୃବୃନ୍ଦ ଏବଂ ବିଶିଷ୍ଟ ବ୍ୟବସାୟୀ, ସ୍ଥାନୀୟ ଲୋକ ତଥା ମୁସଲମାନ ଭାଇ ମାନଙ୍କ ଗହଣରେ ଯୋଗଦେଇ ବିଜୟୀ ପ୍ରତିଯୋଗୀ ତଥା ଦଳକୁ ମାନପତ୍ର, ଉପଢୌକନ ଦେଇ ସମ୍ମାନିତ କରିବା ସହିତ ସେମାନଙ୍କର ଉତ୍ତର୍ତର ଉନ୍ନତି କାମନା କରି ଉତ୍ସାହିତ କରିଥିଲେ।


error: Content is protected !!