କେନ୍ଦୁଝରରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ


କେନ୍ଦୁଝରରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ।ଗୋଡ଼ିଆଘାଟିରୁ ୧ କିଲୋ ୮୦ ଗ୍ରାମ ବ୍ରାଉନସୁଗର ଜବତ।NH-49 କଡ଼ରେ ବିକ୍ରିବେଳେ ମାଡି଼ବସିଲା କ୍ରାଇମବ୍ରାଞ୍ଚର STF।ଘଟଣାରେ ଗିରଫ ଅଭିଯୁକ୍ତ ରାଜେନ୍ଦ୍ର ମାଝୀ।୨୦୨୦ରୁ ଏବେ ଯାଏ ୭୪କିଲୋ ବ୍ରାଉନସୁଗର ଜବତ କରିଛି STF।


error: Content is protected !!