ଭେଣ୍ଡିଂ ଜୋନ୍‌ରେ ଅଗ୍ନିକାଣ୍ଡ


ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ ନିକଟ ଭେଣ୍ଡିଂ ଜୋନ୍‌ରେ ଅଗ୍ନିକାଣ୍ଡ।ଷ୍ଟାଡିୟମ୍‌ର ମୁଖ୍ୟ ଫାଟକ ସାମ୍ନା ଭେଣ୍ଡିଂ ଜୋନ୍‌ରେ ଅଗ୍ନିକାଣ୍ଡ।ଅଗ୍ନିକାଣ୍ଡରେ ଭେଣ୍ଡିଂ ଜୋନ୍‌ର ୧୧ ଦୋକାନ ଜଳିଗଲା।ସର୍ଟ ସର୍କିଟରୁ ଅଗ୍ନିକାଣ୍ତ , ଅଗ୍ନିଶମ ବାହିନୀ ଦ୍ବାରା ନିଆଁ ଆୟତ୍ତ।


error: Content is protected !!