ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ମାଓ ସମୀକ୍ଷା ବୈଠକ


ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ମାଓ ସମୀକ୍ଷା ବୈଠକ।ଗୁଇନ୍ଦା ନିର୍ଦେଶକ ସଞ୍ଜୀବ ପଣ୍ଡା , ADG ଅପରେସନ ସାମିଲ।୧୦ ନକ୍ସଲ ଅଧ୍ୟୁଷିତ ଜିଲ୍ଲାର ଏସ୍‌ପି ଓ କେନ୍ଦୁଝର , ବୌଦ୍ଧର ଏସ୍‌ପି ସାମିଲ।ମାଓ ମୁକାବିଲା ପାଇଁ ୧୧ ନୂଆ କ୍ୟାମ୍ପ ହେବ।KKBN ଓ ନୟନପୁରୀ ଡିଭିଜନ ଫୋକସରେ ରହିବ।ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏହା ନୂଆ ଚ୍ୟାଲେଞ୍ଜ: ପୋଲିସ ଡିଜି।


error: Content is protected !!