ମାର୍ଚ୍ଚ ସୁଦ୍ଧା ସାର ବକ୍ସ ଡ୍ରେନ୍‌


ମାର୍ଚ୍ଚ ସୁଦ୍ଧା ସାର ବକ୍ସ ଡ୍ରେନ୍‌।ହାଇକୋର୍ଟରେ କଟକ ସହର ରାସ୍ତାଘାଟ ସମସ୍ୟା ସମ୍ପର୍କିତ ମାମଲା।୨୦୨୪ ମାର୍ଚ୍ଚ ସୁଦ୍ଧା ବକ୍ସ ଡ୍ରେନ୍ କାମ ସାରିବାକୁ କୋର୍ଟଙ୍କ ନିର୍ଦ୍ଦେଶ।୨୦୨୪ ମେ ସୁଦ୍ଧା ୱାଟକୋ କାମ ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ।କେବୁଲ ବିଛାଇବାକୁ ଅନୁମତି ନେବେ , କ୍ଷତିପୂରଣ ବି ଦେବେ।ଆସନ୍ତା ଜାନୁଆରୀ ୧୧ରେ ପରବର୍ତ୍ତୀ ଶୁଣାଣି।


error: Content is protected !!