ସବୁ ନିର୍ବାଚନ ମଣ୍ଡଳୀରେ ପ୍ରତିଷ୍ଠା ଦିବସ


ସବୁ ନିର୍ବାଚନ ମଣ୍ଡଳୀରେ ପ୍ରତିଷ୍ଠା ଦିବସ। ପ୍ରତି ନିର୍ବାଚନ ମଣ୍ଡଳୀରେ ପାଳନ ହେବ ବିଜେଡ଼ି ପ୍ରତିଷ୍ଠା ଦିବସ।୨୭ତମ ପ୍ରତିଷ୍ଠା ଦିବସ ନେଇ ଉପସଭାପତି ଦେବୀ ମିଶ୍ରଙ୍କ ସୂଚନା। ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ସହ ଆନନ୍ଦ ଭବନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେବ।


error: Content is protected !!