ରାତି ଡ୍ରାଇଭରଙ୍କୁ ମାଗଣା ଚା


ରାତି ଡ୍ରାଇଭରଙ୍କୁ ମାଗଣା ଚା।ରାତିରେ ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କୁ ମିଳିବ ମାଗଣା ଚା।ରାସ୍ତାକଡ଼ରେ ଥିବା ଢାବା, ହୋଟେଲ ଡ୍ରାଇଭରଙ୍କୁ ଚା’ ଦେବେ।ମାଗଣାରେ ଡ୍ରାଇଭରଙ୍କୁ ଚା’ ଦିଆଯିବ, ପଇସା ଦେବେ ସରକାର।


error: Content is protected !!