୩ ଦିନ ଘନ କୁହୁଡ଼ି


ଆସନ୍ତାକାଲିଠାରୁ ୩ ଦିନ ଘନ କୁହୁଡ଼ି ହେବା ନେଇ ସତର୍କ ସୂଚନା।୨୩ , ୨୪ ଓ ୨୫ ତାରିଖରେ ଘନ କୁହୁଡ଼ି ନେଇ ସତର୍କ ସୂଚନା।ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ କୁହୁଡ଼ି ସମ୍ଭାବନା।ଏନେଇ ସବୁ ଜିଲ୍ଲାପାଳ ଓ ପରିବହନ ବିଭାଗକୁ ସତର୍କ କଲେ SRC।


error: Content is protected !!