ବୃଦ୍ଧଙ୍କୁ କଟୁରୀରେ ହାଣି ହତ୍ୟା


ଜଗତସିଂହପୁର: ଘର ଭିତରେ ବୃଦ୍ଧଙ୍କୁ କଟୁରୀରେ ହାଣି ହତ୍ୟା।ବାଲିକୁଦା ଥାନା ବରଗୁଡିପଡା ଗାଁରେ ବୀଭତ୍ସ ହତ୍ୟାକାଣ୍ଡ।ଘର ଭିତରେ ପଶି ବୃଦ୍ଧଙ୍କୁ କଟୁରୀରେ ହାଣି ମାରିଲା ଯୁବକ।ଅଭିଯୁକ୍ତ ଯୁବକଙ୍କୁ ଧରି ପୋଲିସ ଜିମା ଦେଲେ ଗାଁ ଲୋକେ।ହତ୍ୟାର କାରଣ ଅସ୍ପଷ୍ଟ , ବାଲିକୁଦା ପୋଲିସର ତଦନ୍ତ ଜାରି।


error: Content is protected !!