ବିଜୁ ଜନତା ଦଳର 26ତମ ପ୍ରତିଷ୍ଠା ଦିବସ


ବିଜୁ ଜନତା ଦଳ ର 26ତମ ପ୍ରତିଷ୍ଠା ଦିବସ ର ପୂର୍ତ୍ତି ଉପଲକ୍ଷେ ଆସନ୍ତା କାଲି ସକାଳ ୭ଘଟିକା ସମୟରେ ଲକ୍ଷ୍ମୀଟକିଜ ଠାରୁ ଜିଲ୍ଲା ସ୍କୁଲ ଛକ ପର୍ଯ୍ୟନ୍ତ ଗଣଦୌଡ ଏବଂ ସକାଳ ୧୦ଘଟିକା ସମୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର (ଜୀବନ ବିନ୍ଦୁ ) ସ୍ଥାନୀୟ ପାନ୍ଥ ନିବାସ ଠାରେ ଆୟୋଜନ କରାଯାଇଛି। ଏଣୁ ସମସ୍ତ ବିଜୁ ପ୍ରେମୀ ଓ ଯୁବ ଛାତ୍ର ଭାଇଭଉଣୀ ମାନଙ୍କୁ ଅନୁରୋଧ ଆପଣମାନେ ବହୁମାତ୍ରାରେ ଯୋଗଦାନ କରି ଉକ୍ତ କାର୍ଯ୍ୟକ୍ରମ କୁ ସଫଳ କରିବେ l ନିବେଦକବିଜୁ ଯୁବଛାତ୍ର ଜନତା ଦଳ, ସମ୍ବଲପୁର


error: Content is protected !!