ବିଜେପି ରାଷ୍ଟ୍ରୀୟ ପଦାଧିକାରୀ ବୈଠକ


ବିଜେପି ରାଷ୍ଟ୍ରୀୟ ପଦାଧିକାରୀ ବୈଠକ ନେଇ ରାଜ୍ୟ ସଭାପତି ମନମୋହନ ସାମଲ କହିଲେ- ‘ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ଓଡ଼ିଶାକୁ ଅଧିକ ଫୋକସ ଦିଆଯାଇଛି, ଡେରି ରାତି ଯାଏ ବୈଠକ ହୋଇଥିଲା, ନିର୍ବାଚନ ଦୃଷ୍ଟିକୋଣରୁ ସାଙ୍ଗଠନିକ ସ୍ଥିତିର ଆଲୋଚନା ହେଲା, ୧୯ ଅପେକ୍ଷା ୨୪ରେ ରେକର୍ଡ ବିଜୟ ପାଇଁ ରଣନୀତି ହୋଇଛି।


error: Content is protected !!