People’s Welfare Suggestion Forumର ବାର୍ଷିକ ଉଛବ


ଭଦ୍ରକର ରୋଟାରି କ୍ଳବ ଠାରେ ଅନୁଷ୍ଠିତ ହୋଇଅଛ I ଫୋରମର ଅଧ୍ୟକ୍ଷ ଡ଼ ନନ୍ଦ ନନ୍ଦନ ଦାସ, Former Secretary Works, Chairman, PWSF ଏଥିରେ ଅଧ୍ୟକ୍ଷତା କରିଥିଲେ I ଡ଼ ଦାସ ପ୍ରଧାନ ମନ୍ତ୍ରୀଙ୍କର ଉପଦେଷ୍ଟା ଭାବେ ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କୁ ଦେଇଥିବା ପତ୍ରସବୁ ୯ ଖଣ୍ଡ ପୁସ୍ତକରେ LETTERS TO THE HON’BLE PRIME MINISTER ପ୍ରକାଶିତ ପୁସ୍ତକ ବିଷୟରେ ଜଣାଇଥିଲେ I ଡ୍ର ଦାସ ମଧ୍ୟ ଜଣାଇ ଥିଏ ଯେ ଏହି ପୁସ୍ତକ ଗୁଡିକ ଯେକୋଣସି ଦେଶ ମାନିଲେ ସେ ଦେଶ ସବୁ ଉନ୍ନତ ହୋଇପାରିବେ Iଏହା AMAZON ଦ୍ୱାରା ପ୍ରକାଶିତ ହୌଇଛି I ଶ୍ରୀ ଅମ୍ବିକା ସ୍ୱାଇଁ (Chairman Award Committee, Rotary Club) ପୁସ୍ତକ ପଦର୍ଶନୀ କରିଥିଲେ ଓ ଶ୍ରୀ ପବିତ୍ର ପାଣିଗ୍ରାହୀ, Ex-Principal ନୂତନ ପୁସ୍ତକ ଉନ୍ମୋଚନ କରଥିଲେ I ଶ୍ରୀ ଶ୍ରୀନନ୍ଦନ ଦାସ, S.D.E Inpixon ମଂଚକୁ ଅତିଥି ମନକୁ ଆମନ୍ତ୍ରଣ କରିଥିଲେ I ଶ୍ରୀ ବରଦା ପ୍ରସନ୍ନ ଦାସ, Secretary , PWSF ( Ex-Director ipr) ଅତିଥିଙ୍କର ପରିଚୟ ଦେଇଥିଲେ ଓ ଶ୍ରୀମତୀ ପୁର୍ଣିମା ମିତ୍ର, Prof. NIIS, ଏ ଦିନଟି ଡ୍ର ନନ୍ଦ ନନ୍ଦ ଦାସ ଙ୍କର ଜନ୍ମଦିନ ବୋଲି ଦର୍ଶାଇ, ପୁସ୍ତକ ବିଷୟରେ ସୂଚନା ଦେଇଥିଲେ I ଏ ଅଧିବେଶନ ରେ LETTERS TO THE HON’BLE PRIME MINISTER FOR DEVELOPED INDIA AND ROLE OF MEDIA ବିଷୟରେ ଆଲୋଚନା ହୋଇଥିଲା I PWSF ର ବିଶେଷ ଅଧିବେଶନରେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଉମାଶଙ୍କର ମିଶ୍ର, World Watch ମାସିକ ପତ୍ରିକାର Editor In Chief ଙ୍କୁ ଓ ଶ୍ରୀ ଜ୍ଞାନ ଦାସ, Ex-Chief Engineer(Electrical) ଙ୍କୁ ସମ୍ମାନିତ କରାଯାଇଥିଲା I ଶ୍ରୀ ପ୍ରଶାନ୍ତ ସାହୁ, Head Master ଧନ୍ୟବାଦ ଅର୍ପର୍ଣ କରିଥିଲେ I ଏଥିରେ ରୋଟାରୀ କ୍ଲବର ସଦସ୍ୟ ମାନେ, ଭଦ୍ରକ ବାସି ଓ ସାମ୍ବାଦିକଙ୍କ ସହଯୋଗ ଦ୍ୱାରା ଏପରି ସମାବେଶ ସଫଳ ହୋଇପାରିଛି lIDr. Nanda Nandan Das, Former Secretary, Works,Chairman, Peoples Welfare Suggestion Forum25.12.2023


error: Content is protected !!