୨୭ ବର୍ଷରେ ପଦାର୍ପଣ କଲା ବିଜୁ ଜନତା ଦଳ


ପଞ୍ଚାୟତଠୁ ରାଜ୍ୟସ୍ତର ଯାଏ ପ୍ରତିଷ୍ଠା ଦିବସ ପାଳିବ BJD।ଶଙ୍ଖ ଭବନରେ ଆଜି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ।ନିଜ ନିଜ ନିର୍ବାଚନ ମଣ୍ଡଳୀରେ ବିଧାୟକ କରିବେ ସମାରୋହ।ପ୍ରତିଷ୍ଠା ଦିବସକୁ ସଂକଳ୍ପ ଓ ବିକାଶ ଦିବସ ଭାବେ ପାଳନ କରିବ BJD।


error: Content is protected !!