ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ


ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଜନସେବାରେ ବିଜେଡି ୨୬ ବର୍ଷ ପୂରଣ କରିଛି। ଆପଣଙ୍କ ଅକୁଣ୍ଠ ଭଲପାଇବା ଏବଂ ସଭାପତି ଶ୍ରୀ @Naveen_Odisha ଙ୍କ ଦୃଢ଼ ନେତୃତ୍ୱରେ ଆନ୍ଦୋଳନର ରୂପ ନେଇ ବିଜେଡି ଆଗକୁ ବଢୁଛି। ଆସନ୍ତୁ ଲୋକଙ୍କ ସେବାର ଏହି ଧାରାକୁ ଆହୁରି ତ୍ୱରାନ୍ୱିତ କରି ଏକ ହୋଇ କାମ କରିବା; ନୂଆ ଓଡ଼ିଶା ଗଠନରେ ଭାଗିଦାର ହେବା। BJDForNuaOdisha


error: Content is protected !!