ଥଣ୍ଡା କାଶ ଥିବା ପିଲାଙ୍କୁ ସ୍କୁଲ ମନା


ଥଣ୍ଡା କାଶ ଥିବା ପିଲାଙ୍କୁ ସ୍କୁଲ ମନା।ପୁଣି ଫେରିଲା କୋଭିଡ କଟକଣା।କର୍ଣ୍ଣାଟକରେ ବ୍ୟାପୁଛି JN.1 ଭାରିଆଣ୍ଟ।ସଂକ୍ରମିତଙ୍କ ଲାଗି କଡ଼ା କଟକଣା।୭ ଦିନିଆ ଆଇସୋଲେସନ ବାଧ୍ୟତାମୂଳକ।ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କ ଟେଷ୍ଟିଂ।କର୍ଣ୍ଣାଟକରେ ୭୪ ଜଣ ନୂଆ ସଂକ୍ରମିତ।ବେଙ୍ଗାଳୁରୁ କେବଳ ୫୭ ଆକ୍ରାନ୍ତ।


error: Content is protected !!