ଥଣ୍ଡା କାଶ ଥିବା ପିଲାଙ୍କୁ ସ୍କୁଲ ମନା


ପୁଣି ଫେରିଲା କୋଭିଡ କଟକଣା।କର୍ଣ୍ଣାଟକରେ ବ୍ୟାପୁଛି JN.1 ଭାରିଆଣ୍ଟ।ସଂକ୍ରମିତଙ୍କ ଲାଗି କଡ଼ା କଟକଣା -୭ ଦିନିଆ ଆଇସୋଲେସନ ବାଧ୍ୟତାମୂଳକ।ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କ ଟେଷ୍ଟିଂ।କର୍ଣ୍ଣାଟକରେ ୭୪ ଜଣ ନୂଆ ସଂକ୍ରମିତ।ବେଙ୍ଗାଳୁରୁରେ କେବଳ ୫୭ ଆକ୍ରାନ୍ତ।


error: Content is protected !!