ସରପଞ୍ଚ ବଦଳରେ ତାଙ୍କ ସ୍ୱାମୀଙ୍କୁ ଦେଖି ରାଜ୍ୟପାଳ ଖପ୍ପା


ଝାରସୁଗୁଡ଼ା: ସରପଞ୍ଚ ବଦଳରେ ତାଙ୍କ ସ୍ୱାମୀଙ୍କୁ ଦେଖି ରାଜ୍ୟପାଳ ଖପ୍ପା।ଏନେଇ ମହିଳା ସରପଞ୍ଚଙ୍କ ସ୍ୱାମୀଙ୍କୁ ତାଗିଦ କଲେ ରାଜ୍ୟପାଳ।ଆଜି ରାଜ୍ୟପାଳ ରଘୁବର ଦାସ ଝାରସୁଗୁଡ଼ା ଜିଲ୍ଲା ଯାଇଥିଲେ।ସଦର ବ୍ଲକ ତାଲପଟିଆ ଗାଁକୁ ଯାଇ ଲୋକଙ୍କ ସହ କଥା ହୋଇଥିଲେ।ଲୋକଙ୍କ ହାନିଲାଭ ଶୁଣି ସ୍ଥାନୀୟ ସରପଞ୍ଚଙ୍କୁ ଡକାଇଥିଲେ ରାଜ୍ୟପାଳ।ମହିଳା ସରପଞ୍ଚ ନଆସି ତାଙ୍କ ସ୍ୱାମୀ ପହଞ୍ଚିବାରୁ ଖପ୍ପା ହେଲେ ରାଜ୍ୟପାଳ।


error: Content is protected !!