ରାହୁଲ ଗାନ୍ଧି ଓଡ଼ିଶା ଆସିବା ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟ


ରାହୁଲ ଗାନ୍ଧି ଓଡ଼ିଶା ଆସିବା ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟ। ‘ରାହୁଲ ଗାନ୍ଧି ଓଡ଼ିଶା ଆସିଲେ କଂଗ୍ରେସ ଉପରେ ଓଲଟା ପ୍ରଭାବ ପଡ଼ିବ। ସେ ଯେଉଁଠିକୁ ଯାଆନ୍ତି, କଂଗ୍ରେସ ବ୍ୟତୀତ ଅନ୍ୟ ଦଳର ଭୋଟ ବଢ଼େ। ଏଠାକୁ ଆସିଲେ କଂଗ୍ରେସ ଲାଭ ପାଇବନି, ଲୋକେ ଏଣ୍ଟରଟେନ୍‌ ହେବେ।


error: Content is protected !!