ରାହୁଲ୍ ଗାନ୍ଧୀଜୀଙ୍କ ନେତୃତ୍ବରେ ‘ଭାରତ ନ୍ୟାୟ ଯାତ୍ରା’ ଅନୁଷ୍ଠିତ


ରାହୁଲ୍ ଗାନ୍ଧୀଜୀଙ୍କ ନେତୃତ୍ବରେ ‘ଭାରତ ନ୍ୟାୟ ଯାତ୍ରା’ ଅନୁଷ୍ଠିତ ହେବାକୁ ଯାଉଛି।ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମଧ୍ୟ ଅନ୍ତର୍ଭୁକ୍ତ ଅଛି। କଂଗ୍ରେସ ଦଳର ସମସ୍ତ କର୍ମୀ ଓ ଓଡିଶାବାସୀ ଏହି ଯାତ୍ରାରେ ସାମିଲ ହେବାପାଇଁ ଉତ୍ସାହିତ ଅଛନ୍ତି। ‘ଭାରତ ନ୍ୟାୟ ଯାତ୍ରା’ଓଡ଼ିଶା ରାଜନୈତିକ କ୍ଷେତ୍ରରେ ଏକ ବିରାଟ ପରିବର୍ତନ ଆଣିବାକୁ ଯାଉଅଛି।


error: Content is protected !!