ସାମ୍ବାଦିକ କାନୁରୁ ରାଓଙ୍କ ପରଲୋକ


ତେଲୁଗୁ ଦୈନିକ ସମ୍ବାଦପତ୍ର ଇନ୍ନାଡୁ ର କଟକ ଫଟୋ ସାମ୍ବାଦିକ କାନୁରୁ ରାଓଙ୍କ ୬୧ ବୟସରେ କଟକସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । କଟକ ଜିଲ୍ଲା ସାମ୍ବାଦିକ ଭାଇ ଭଉଣୀ ମାନଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।


error: Content is protected !!