ମହା ସମାରୋହରେ ଅନୁଷ୍ଠିତ ହେଲା ଚତୁର୍ଥ ଜଟଣୀ ପଥ ଉତ୍ସବ | ଏହି କାର୍ଯ୍ୟକ୍ରମରେ ହୋଲି ଓ ଦୋଳ ଉତ୍ସବ ଏବଂ ଆଧୁନିକ ସହ ପାରମ୍ପରିକ ଲୋକ କଳାର ଝଲକ ଦେଖିବାକୁ ମିଳିଥିଲା | ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ବିଶ୍ବରଂଜନ ବଡ଼ଜେନା, ପଥ ଉତ୍ସବ ଆବାହକ ଡକ୍ଟର ଋଷି ପଟ୍ଟନାୟକ, ସଂଯୋଜକ ଡକ୍ଟର ଉମାକାନ୍ତ ପଟ୍ଟନାୟକ, ମହିଳା ସମାଜସେବୀ ପୁଷ୍ପାଞ୍ଜଳି ଜେନା ଇତ୍ୟାଦି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ହଜାର ହଜାର ଦର୍ଶକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ |


More Stories
ଓସ୍କାର ଦୌଡ଼ରେ ଚଳଚ୍ଚିତ୍ର ‘ଅଙ୍ଘ’: ବିଶ୍ୱ ଦରବାରରେ ଭାରତ ପାଇଁ ଗର୍ବ
ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ: ତୁହାକୁ ତୁହା ବର୍ଷା, ୪ ଜିଲାରେ ରେଡ ଓ୍ବାର୍ନିଂ ଜାରି
ଚଳନ୍ତା ବସ୍ରେ ହଠାତ୍ ଲାଗିଲା ନିଆଁ: ୯ ଜଣ ଜୀବନ୍ତ ଜଳିଗଲେ, ୪୦ରୁ ୫୦ ଥିଲେ ଯାତ୍ରୀ