୨୦୨୪ ଚ୍ୟାଲେଞ୍ଜିଂ ରହିବ କହିଲେ DGP ସୁନୀଲ ବଂଶଲ


୨୦୨୪ ଚ୍ୟାଲେଞ୍ଜିଂ ରହିବ କହିଲେ DGP ସୁନୀଲ ବଂଶଲ।୨୦୨୩ ସୁରୁଖୁରୁରେ ସରିବାକୁ ଯାଉଛି, ୨୦୨୪ ଚ୍ୟାଲେଞ୍ଜିଂ ହେବ।ଅପରାଧିକ କାର୍ଯ୍ୟ ଘଟିଥିଲେ ବି ପୋଲିସ ସଫଳତାର ସହ ମୁକାବିଲା କରିଛି।ପୋଲିସ କର୍ମଚାରୀ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି।ଆଗକୁ ସାଧାରଣ ନିର୍ବାଚନ ରହିଛି, ପୋଲିସ ପାଇଁ ଚ୍ୟାଲେଞ୍ଜିଂ ହେବ।


error: Content is protected !!