ବିଶ୍ୱସ୍ତରୀୟ ହେବ ନନ୍ଦନକାନନ


ଆଗାମୀ ବର୍ଷକ ମଧ୍ୟରେ ବିଶ୍ୱସ୍ତରୀୟ ହେବ ନନ୍ଦନକାନନ ;ଦୁବାଇରୁ ଖୁବଶୀଘ୍ର ଚିତାବାଘ ଓ ଧଳା ସିଂହ ଶାବକ ଆସିବେ , କାଞ୍ଜିଆ ହ୍ରଦର ବିକାଶ ଲାଗି SRCଙ୍କ ପାଣ୍ଠିରୁ ୧୭ କୋଟି ଦିଆଯାଇଛି , ଖୁବଶୀଘ୍ର ନାଇଟ ସଫାରୀ ମଧ୍ୟ ଆରମ୍ଭ ହେବ: ଜଙ୍ଗଲ ଓ ପରିବେଶ ସଚିବ ସତ୍ୟବ୍ରତ ସାହୁ।


error: Content is protected !!