ସବୁ ହସ୍ପିଟାଲ ଏହି ନିୟମ ମାନିବାକୁ ବାଧ୍ୟ। ହସ୍ପିଟାଲରେ ଯଥେଷ୍ଟ ସଂଖ୍ୟାରେ ବେଡ୍ ରହିବ , ଯଥେଷ୍ଟ ପରିମାଣରେ ଅକ୍ସିଜେନ୍ ରହିବ ଏବଂ ଚିକିତ୍ସା ପାଇଁ ସମସ୍ତ ସୁବିଧା ରହିବା ଦରକାର ବୋଲି ନିର୍ଦ୍ଦେଶ ଦେଇଛନ୍ତି ସରକାର। କୋରୋନା ଦ୍ବିତୀୟ ଲହର ସବୁଠାରୁ ଅଧିକ କ୍ଷତି କରିଥିଲା। ଏହା ଡେଲ୍ଟା ଭାରିଆଣ୍ଟ ଥିଲା। ଏବେ JN.1 ଭାରିଆଣ୍ଟ ଭୟ ସୃଷ୍ଟି କରୁଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଏହି ଭାରିଆଣ୍ଟ ଉପରେ ସ୍ବତନ୍ତ୍ର ଭାବରେ ନଜର ରଖିଛି।
More Stories
ଝାଡ଼ଖଣ୍ଡରେ ହେମନ୍ତ ସରକାର
ଆସିଲା ତୃତୀୟ ପର୍ଯ୍ୟାୟ ସୁଭଦ୍ରା
ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ଜୁଆ ଆଡ୍ଡା କୁ ଚଢାଉ ଘଟଣା ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ