ପଦ୍ମପୁରର ପ୍ରଥମ ADM ଭାବରେ ଶ୍ରୀ ଚଭନ,କୁନାଲ ମୋତିରାମ ନିଯୁକ୍ତ


ପଦ୍ମପୁର ପାଇଁ ଏକ ନୂତନ ଅତିରିକ୍ତ ଜିଲ୍ଲାପାଳ ପଦବୀ ସ୍ରୁଷ୍ଟି କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ମଞ୍ଜୁରୀ ଦେବା ସହିତ ପଦ୍ମପୁର ର ପ୍ରଥମ ଅତିରିକ୍ତ ଜିଲ୍ଲାପାଳ ଭାବରେ 2020 ବ୍ଯାଚ ର IAS ଅଫିସର ଶ୍ରୀ ଚଭନ କୁନାଲ ମୋତିରାମ ଙ୍କୁ ନିଯୁକ୍ତି ଦେଇଛନ୍ତି .ପଦ୍ମପୁର ବରଗଡ଼ ଜିଲ୍ଲାର ଏକ subdivision .ପଦ୍ମପୁର ର ବିକାଶ କାମ ତ୍ୱରାନିତ କରିବା ସହିତ ପ୍ରଶାସନିକ,ବ୍ୟବସ୍ଥା କୁ ଅଧିକ ମଜଭୂତ କରି ଜନସାଧାରଣ ଙ୍କ ବିଭିନ୍ନ ଅଭିଯୋଗ ର ଶୀଘ୍ର ସମାଧାନ କରିବାରେ ଏହା ସହାୟକ ହେବ .ଶ୍ରୀ ମୋତିରାମ ଵର୍ତମାନ ବାଲେଶ୍ଵର ର sub collector ଭାବରେ କାର୍ଯ୍ୟରତ।


error: Content is protected !!