ବିଜେପି ପଦାଧିକାରୀ ବୈଠକ


ବିଜେପିର ରାଜ୍ୟ ପଦାଧିକାରୀ ଓ ଜିଲା ସଭାପତି ବୈଠକ ଆରମ୍ଭ।ଭୁବନେଶ୍ୱର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବୈଠକ ଆରମ୍ଭ।କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ, ସହପ୍ରଭାରୀ ବିଜୟପାଲ ସିଂ ତୋମାର ଉପସ୍ଥିତ।ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ବୈଠକରେ ଉପସ୍ଥିତ।


error: Content is protected !!