କାହକୁ କାହିଁକି କରିବି ଭରସା


ତୁମେ ପ୍ରଭୁ ଥାଉ ଥାଉ।ତୁମେ ତ ଜୀବନର ସବୁକିଛି।ତୁମ ବିନା କେହି ନୁହେଁତ ଆଉ।ମଣିଷ ଜୀବନ ଉତ୍ଥାନ ପତନ।କଣ୍ଟକିତ ଜିବନରେ ଚଲାପଥ।ତୁମ ଦୟାଥିଲେ କଣ୍ଟକିତ ପଥ ହୋଇଯାଏ ସବୁ କୁସୁମିତ।ଦୟାର ସାଗର କାଳିଆ ଠାକୁର।ଜାଣେ ଏ ସାରା ସଂସାର।ତୁମ ଦୟା ଥିଲେ ଜୀବନର ଦୁଃଖ ହୋଇଯାଏ ସବୁ ଦୂର।ଜୟ ଜଗନ୍ନାଥ।ଆଜି ୨୦୨୩ ର ଶେଷ ଦିବସ ଅବସରରେ ପ୍ରଭୁଃ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଏତିକି ପ୍ରାର୍ଥନା କରୁଛି କି ଆସନ୍ତା କାଲି ୨୦୨୪ (ସୋମବାର) ନୂତନ ବର୍ଷ ର ନୂତନ ସକାଳ ରୁ ଆପଣ ମାନଙ୍କ ଚଲାପଥ ଆହୁରି ସରସ ସୁନ୍ଦର ଓ ସୁଖମୟ ହେଉ l


error: Content is protected !!