ନୂଆ ବର୍ଷ ପାଇଁ କମିଶନରେଟ ପୋଲିସର ଜୋରଦାର ଚେକିଂ


👉 ରାଜଧାନୀ ଭୁବନେଶ୍ବରର ବିଭିନ୍ନ ଛକ, ବଜାରରେ ବ୍ଲକିଂ ଓ ଚେକିଂ।

👉 କଳ୍ପନା ଛକ, ଝାରପଡ଼ା ଗୋଲେଇ ଛକ, ନନ୍ଦନକାନନ ରୋଡରେ ଚେକିଂ।

👉 ଚେକିଂରେ ୩ ପ୍ଲାଟୁନ ଫୋର୍ସ ସହ ୬ ଥାନାର ପୋଲିସ ସାମିଲ।


error: Content is protected !!