ପୁଲିସ୍‌ ଡିଜି ଭାବେ ଅରୁଣ ଷଡ଼ଙ୍ଗୀଙ୍କ ଦାୟିତ୍ୱ ଗ୍ରହଣ


ପୁଲିସ୍‌ ଡିଜି ଭାବେ ଅରୁଣ ଷଡ଼ଙ୍ଗୀଙ୍କ ଦାୟିତ୍ୱ ଗ୍ରହଣ।୧୯୯୦ ବ୍ୟାଚର IPS ଅରୁଣ ଷଡ଼ଙ୍ଗୀଙ୍କ ଡିଜିପି ଦାୟିତ୍ୱ ଗ୍ରହଣ।BPSPAର ନିର୍ଦ୍ଦେଶକ ସହ ଅତିରିକ୍ତ ଦାୟିତ୍ୱ ତୁଲାଇବେ।ଆଜି ସରୁଛି ଡିଜିପି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ।


error: Content is protected !!