ଲିଙ୍ଗରାଜ ମନ୍ଦିରରେ ନୂଆ କଟକଣା


ଲିଙ୍ଗରାଜ ମନ୍ଦିରରେ ନୂଆ କଟକଣା।ନୂଆବର୍ଷରୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ନୂଆ କଟକଣା।ପାନ, ଗୁଟଖା ଖାଇ ମନ୍ଦିରକୁ ଯାଇ ପାରିବେନି ଭକ୍ତ ଓ ସେବାୟତ।ପଲିଥିନ୍ ଓ ପ୍ଲାଷ୍ଟିକ ଗ୍ଲାସ୍ ନେବା ବି ନିଷେଧ କରିଛି ମନ୍ଦିର ପ୍ରଶାସନ।ସକାଳ ୫ଟାରୁ ଦ୍ୱାର ଫିଟା ପରେ ସାଧାରଣ ଦର୍ଶନ ଚାଲିବ।


error: Content is protected !!