ଗଞ୍ଜାମ-ପୁରୁଷୋତ୍ତମପୁର ବାଲିଆ ଛକରେ ଦୁର୍ଘଟଣା


ଗଞ୍ଜାମ-ପୁରୁଷୋତ୍ତମପୁର ବାଲିଆ ଛକରେ ଦୁର୍ଘଟଣା।ଭାରସାମ୍ୟ ହରାଇ ଓଲଟିଲା ପର୍ଯ୍ୟଟକ ବସ।ଅଗ୍ନିଶମ, ପୋଲିସ ଓ ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର ଜାରି।ଭଦ୍ରକରୁ ତାରାତାରିଣୀ ଆସି ଫେରିବା ବେଳେ ଦୁର୍ଘଟଣା।


error: Content is protected !!