ଆସିଲା ଭିଜିଲାନ୍ସର ୨୦୨୩ ରିପୋର୍ଟ କାର୍ଡ


ଆସିଲା ଭିଜିଲାନ୍ସର ୨୦୨୩ ରିପୋର୍ଟ କାର୍ଡ।ଚଳିତବର୍ଷ ୨୬୫ଟି ଅପରାଧିକ ମାମଲା ରୁଜୁ ହୋଇଛି।ମୋଟ ୧୬୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।ଦୁର୍ନୀତି କରି ଧରା ପଡ଼ିଛନ୍ତି ୫୮ ଜଣ କ୍ଲାସ-୧ ଅଫିସର।୪୪ ଜଣ କ୍ଲାସ-୨ , ୧୯୩ କ୍ଲାସ-୩ ଅଫିସର ଧରାପଡ଼ିଛନ୍ତି।ଦୁର୍ନୀତି ପ୍ରୋତ୍ସାହନ ଦେଇ ଫସିଛନ୍ତି ଅଫିସରଙ୍କ ପତ୍ନୀ।୩୬ ଅଫିସରଙ୍କ ପତ୍ନୀଙ୍କ ବିରୋଧରେ ରୁଜୁ ହୋଇଛି ମାମଲା।ଆୟବର୍ହିଭୂତ ସମ୍ପତ୍ତି ଠାବ ମାମଲାରେ ଓଡ଼ିଶା ଦେଶରେ ପ୍ରଥମ।


error: Content is protected !!