ମୃତକଙ୍କ ପରିବାରକୁ ୩ ଲକ୍ଷ


ମୃତକଙ୍କ ପରିବାରକୁ ୩ ଲକ୍ଷ।ନିଶ୍ଚିନ୍ତକୋଇଲି କଟରପଡ଼ାରେ ବସ୍-ଟ୍ରକ ଧକ୍କାରେ ୩ ମୃତ ଘଟଣା।ମୃତକଙ୍କ ପରିବାର ପ୍ରତି ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ।ପ୍ରତି ମୃତକଙ୍କ ପରିବାର ପିଛା ୩ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ।


error: Content is protected !!