ନିଶ୍ଚିନ୍ତକୋଇଲି ସଡ଼କ ଦୁର୍ଘଟଣା ଘଟଣା


ନିଶ୍ଚିନ୍ତକୋଇଲି ସଡ଼କ ଦୁର୍ଘଟଣା ଘଟଣା , କଟକ SCBରେ ମୋଟ ୧୦ ଆହତ ଙ୍କୁ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ୮ ପୁରୁଷ ଓ ୨ ମହିଳା ଅଛନ୍ତି। ଆହତ ମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ଗୁରୁତର ଆହତ ଜଣଙ୍କ ହେଲେ ଚାନ୍ଦବାଲି ଅଞ୍ଚଳର ଲୋଚନ ସାହୁ।


error: Content is protected !!