ନୟାଗଡ଼ ୨ଟି ପୃଥକ ଦୁର୍ଘଟଣାରେ ୨ମୃତ ୨ଆହତ


ନୟାଗଡ଼: ୨ଟି ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ୨ମୃତ , ୨ଆହତ। ୨ ଆହତ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି , ଇଟାମାଟି ଥାନା ବଡ଼ପଣ୍ଡୁସର ଓ ନୂଆଗାଁ ଥାନା ମହୀପୁର ପାଖରେ ଦୁର୍ଘଟଣା , ଉଭୟ ସ୍ଥାନରେ ବାଇକ୍-ବାଇକ୍ ମୁହାଁମୁହିଁ ଧକ୍କାରୁ ଘଟିଛି ଦୁର୍ଘଟଣା।


error: Content is protected !!