ପାହାଡ଼ି ଗ୍ୟାଙ୍ଗର ୮ ଲୁଟେରାଙ୍କୁ ବାନ୍ଧିଲା କମିଶନରେଟ୍ ପୁଲିସ


ପାହାଡ଼ି ଗ୍ୟାଙ୍ଗର ୮ ଲୁଟେରାଙ୍କୁ ବାନ୍ଧିଲା କମିଶନରେଟ୍ ପୁଲିସ।୨୨ଟି ମୋବାଇଲ୍‌ ସହ ୧ ଲକ୍ଷ ୩୦ ହଜାର ଟଙ୍କା ଜବତ।ମୋ ବସ୍ ଓ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ଲୁଟ୍ କରୁଥିଲେ।ଗିରଫ ୮ ଜଣ ଲୁଟେରା ଝାଡ଼ଖଣ୍ଡର ସୂଚନା।


error: Content is protected !!