ଯାତ୍ରଙ୍କ ପାଇଁ ଭାରତୀୟ ରେଲଓ୍ବେ ଆଣିଲା ନୂଆ ନିୟମ। ଟ୍ରେନ ଟିକେଟ ରିଫଣ୍ତ ନେଇ ବଦଳିଲା ପୁରୁଣା ଢ଼ାଞ୍ଚା। କନଫର୍ମ ଟିକେଟ ରିଫଣ୍ତ ନିୟମର ରେଲଓ୍ବେର ପରିବର୍ତ୍ତନ।ଟିକେଟ୍ କ୍ୟାନସଲ୍ ଓ ରିଫଣ୍ଡ ନେଇ ରେଲୱେର ନୂଆ ନିୟମ। ଟ୍ରେନ୍ ଛାଡ଼ିବାର ୭୨ ଘଣ୍ଟା ପୂର୍ବରୁ ଯାତ୍ରୀ ଜଣକ ଟିକେଟ୍ ବାତିଲ୍ କଲେ ସର୍ବାଧିକ ତାଙ୍କୁ ରିଫଣ୍ଡ ମିଳିବ।କେବଳ ସର୍ବନିମ୍ନ ବାତିଲ୍ ଫି’ ଲାଗୁ ହେବ, ସର୍ବାଧିକ ରିଫଣ୍ଡ ମିଳିବ। ୨୪ ଘଣ୍ଟାରୁ ୭୨ ଘଣ୍ଟା ମଧ୍ୟରେ କ୍ୟାନସଲ୍ କଲେ ମିଳିବ ୭୫% ଟଙ୍କା ମିଳିବ। ଟ୍ରେନ୍ ଛାଡ଼ିବାର ୮ରୁ ୨୪ ଘଣ୍ଟା ମଧ୍ୟରେ ବାତିଲ୍ କଲେ ମିଳିବ ୫୦% ଅର୍ଥ ଯାତ୍ରଙ୍କୁ ମିଳିବ। ଟ୍ରେନ୍ ଛାଡ଼ିବାର ୮ ଘଣ୍ଟାରୁ କମ୍ ସମୟ ମଧ୍ୟରେ ବାତିଲ୍ କଲେ ଯାତ୍ରଙ୍କୁ କୌଣସି ଅର୍ଥ ମିଳିବନି।

More Stories
ଓସ୍କାର ଦୌଡ଼ରେ ଚଳଚ୍ଚିତ୍ର ‘ଅଙ୍ଘ’: ବିଶ୍ୱ ଦରବାରରେ ଭାରତ ପାଇଁ ଗର୍ବ
ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ: ତୁହାକୁ ତୁହା ବର୍ଷା, ୪ ଜିଲାରେ ରେଡ ଓ୍ବାର୍ନିଂ ଜାରି
ଚଳନ୍ତା ବସ୍ରେ ହଠାତ୍ ଲାଗିଲା ନିଆଁ: ୯ ଜଣ ଜୀବନ୍ତ ଜଳିଗଲେ, ୪୦ରୁ ୫୦ ଥିଲେ ଯାତ୍ରୀ