ରାସ୍ତାରେ ଅଳିଆ ପକାଇଲେ ଫାଇନ୍


👉ଖୋଲାରେ ଅଳିଆ ପକାଇଲେ ଫାଇନ୍ କାଟିବ BMC।

👉 ସୂଚନା ଦେଲେ ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ।

👉 ରାସ୍ତା ଉପରେ ଅଳିଆ ପକାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ।

👉 ଖିଲାପ କଲେ ଦୋକାନୀଙ୍କ ଉପରେ ଫାଇନ୍‌ କାଟିବ ବିଏମ୍‌ସି।


error: Content is protected !!