ଏଥର ତୀର୍ଯ୍ୟକ ତୀର।ଦୀର୍ଘ ଦିନ ପରେ ପୁଣି ମୁହଁ ଖୋଲିଲେ ସୌମ୍ୟ ପଟ୍ଟନାୟକ।ଖୋର୍ଦ୍ଧାରେ ଜାନକୀ ଜୟନ୍ତୀ ଅବସରରେ ସୌମ୍ୟଙ୍କ ବଡ଼ ମନ୍ତବ୍ୟ।ଓଡ଼ିଆ ଅସ୍ମିତା, ପରିକ୍ରମା ପ୍ରକଳ୍ପ, ନିଜ ଭବିଷ୍ୟତ ନେଇ ମନ୍ତବ୍ୟ ଦେଲେ।ବିକାଶ ନାଁରେ ରାସ୍ତାଘାଟ, କୋଠାବାଡ଼ି କରିଦେଲେ ବିକାଶ ନୁହେଁ କହିଲେ।


error: Content is protected !!