ନର୍ସିଂ ଫାର୍ମାସି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବୃଦ୍ଧି


ମାସିକ ଷ୍ଟାଇପେଣ୍ଡ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ।ANM ପିଲାଙ୍କୁ ମିଳିବ ମାସିକ ୨ ହଜାର ଟଙ୍କା।ଇଣ୍ଟର୍ନସିପ୍ ପାଇଁ B.Sc ନର୍ସିଂ ପିଲାଙ୍କୁ ମିଳିବ ୫ହଜାର।କ୍ଲିନିକାଲ ସାଇକୋଲୋଜିରେ M. Philଙ୍କୁ ୧୦ହଜାର।


error: Content is protected !!