ମୁଁ ଆଉ କୋଉଦଳରେ ନାହିଁ କି କୋଉ ଖବର କାଗଜ ନାହିଁ


ମୁଁ ଆଉ କୋଉଦଳରେ ନାହିଁ କି କୋଉ ଖବର କାଗଜ ନାହିଁ।ସାମ୍ବାଦିକ ମାନଂକୁ ସୃଷ୍ଟି କରି ବଡ଼ ଭୁଲ କରିଥିଲି।ଶେଷରେ ମିଛ କଥା ଗୁଡାକ କହିଲେ।ମିଛରେ କେଶ ଦେଲେ।ଇଲେକ୍ସନ ଲଢ଼ିବି କି ନାହିଁ କହିପାରୁନି।ପ୍ରଭୁ ଜଗନ୍ନାଥ ଙ୍କ ପାଖକୁ ବହୁତ ଦିନ ହେବ ଯାଇନି।ଯେମିତି ଦାସିଆ ଠାରୁ ନଡ଼ିଆ ନେଇଥିଲେ ଦୂରରେ ଥିଲେବି ସେ ଦୁଃଖ ବୁଝିବେ।ସୋମ୍ୟ,


error: Content is protected !!