ଅପରାଧ ଶାଖା ସାଇବର ୱିଙ୍ଗ ୧୨.୩୩ କୋଟି ଟଙ୍କାର ଅନଲାଇନ୍ ନିବେଶ ଠକେଇ ମାମଲାରେ ପଶ୍ଚିମବଙ୍ଗର ରାହୁଲ ଜୈସୱାଲଙ୍କୁ ଗିରଫ କରିଛି।ଅଭିଯୁକ୍ତ ନକଲି ଟ୍ରେଡିଂ ଆପ୍ ମାଧ୍ୟମରେ ନିବେଶକଙ୍କୁ ଠକି ୫୨ଟି ଟ୍ରାଞ୍ଜାକ୍ସନ୍ ମାଧ୍ୟମରେ ୧୨.୩୩ କୋଟି ଟଙ୍କା ଗ୍ରହଣ କରିଥିଲେ।ତଦନ୍ତରେ ୪.୧୫ କୋଟି ଟଙ୍କାର ଟ୍ରେଲ୍ ମିଳିଥିବାବେଳେ ମୋବାଇଲ୍ ଓ ଡିଜିଟାଲ୍ ସାମଗ୍ରୀ ଜବତ କରାଯାଇଛି।ଘଟଣାରେ ଅନ୍ୟ ଜଡିତଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି।

More Stories
ଓସ୍କାର ଦୌଡ଼ରେ ଚଳଚ୍ଚିତ୍ର ‘ଅଙ୍ଘ’: ବିଶ୍ୱ ଦରବାରରେ ଭାରତ ପାଇଁ ଗର୍ବ
ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ: ତୁହାକୁ ତୁହା ବର୍ଷା, ୪ ଜିଲାରେ ରେଡ ଓ୍ବାର୍ନିଂ ଜାରି
ଚଳନ୍ତା ବସ୍ରେ ହଠାତ୍ ଲାଗିଲା ନିଆଁ: ୯ ଜଣ ଜୀବନ୍ତ ଜଳିଗଲେ, ୪୦ରୁ ୫୦ ଥିଲେ ଯାତ୍ରୀ