OMCକୁ ରାଷ୍ଟ୍ରୀୟ ପୁରସ୍କାର


OMCକୁ ରାଷ୍ଟ୍ରୀୟ ପୁରସ୍କାର।ଓଡ଼ିଶା ଖଣି ନିଗମ-OMCକୁ ରାଷ୍ଟ୍ରୀୟ ପୁରସ୍କାର।୨୦୨୩ର ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ପାଇବ OMC।ସାମାଜିକ ଉତ୍ତର ଦାୟିତ୍ବ ବର୍ଗରେ ମିଳିଲା ପୁରସ୍କାର।୯ରେ ପୁରସ୍କୃତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।


error: Content is protected !!