କଟକ ନୂଆ ଓ କାର୍ଯ୍ୟକ୍ରମରେ ଟାସ୍କ ଦେଲେ ଭିକେ ପାଣ୍ଡିଆନ


କଟକ ନୂଆ ଓ କାର୍ଯ୍ୟକ୍ରମରେ ଟାସ୍କ ଦେଲେ ଭିକେ ପାଣ୍ଡିଆନ।ସର୍ବାଧିକ ବ୍ୟବଧାନରେ ଜିତିଲେ ମୁଖ୍ୟମନ୍ତ୍ରୀଙ୍କ ସହ ଚିହ୍ନାଇବେ କହିଲେ।୨୦୧୪ ଓ ୨୦୧୯ରେ କିଏ କେତେ ମାର୍ଜିନରେ ଜିତିଥିଲେ , ଜାଣିଛି।୨୦୨୪ରେ ରେକର୍ଡ ମାର୍ଜିନରେ ଜିତିବାକୁ ଆଶା କରୁଛି।


error: Content is protected !!