ସାଧାରଣ ଲୋକେ ହନ୍ତସନ୍ତ


ପେଟ୍ରୋଲ କିଛି ଟାଙ୍କିରେ ସରିଯିଵା ପରେ, ଲୋକେ ଖବର ପାଇ ଦମକଳ ପରି ଗାଡି ଦୌଡ଼ାଇ ଏଟାଙ୍କିରୁ ସେଟାଙ୍କି ବୁଲି ବୁଲି ବାଇକ, ସ୍କୁଟି ଡ଼ିକିରେ ଖାଲି ବୋତଲରେ 5,6ଟି ଲେଖା ଧରି ବୋହିଲେଣି ପେଟ୍ରୋଲ, ଯାହା ବାତ୍ୟା ସମୟରେ ଯେପରି ଆବଶ୍ୟକ ନଥାଇ ଯାହାର ଗୋଟିଏ ଲିଟର ପେଟ୍ରୋଲ ରେ ଚଳିବ, ଏବଂ ଯାହାର ଆଳୁ କିଲେ ଦୁଇ କିଲରେ ଚଳିବ ସେ ପୁରା ଦୋକାନୀଙ୍କ ପରି 4,5ବସ୍ତା ବୋହିନେଲେ, ଏବଂ ଠିକ ସେହି ପରି ଆଜି ମଧ୍ୟ ଷ୍ଟ୍ରାଇକ ପାଇଁ ପେଟ୍ରୋଲ କୁ ମଧ୍ୟ ଏବେ ଜଣକା 500ଟଙ୍କାରୁ ଉର୍ଦ୍ଧ ପେଟ୍ରୋଲ ଖୁନ୍ଦି ଖୁନ୍ଦି ଭରୁଛନ୍ତି, ବାଇକ ରେ ଯାହା ସାଧାରଣ ଲୋକେ ହନ୍ତ ସନ୍ତ ହେଉଛନ୍ତି ବିଭିନ୍ନ ସ୍ଥାନରେ ବୋହିଵା ଯୋଗୁଁ ଟାଙ୍କି ଖାଲି କରିଦେଲେଣି.


error: Content is protected !!