ଆମ ଦେଶର 90% ହନୁଙ୍କର ପରମ୍ପରା


ମଣିଷ ପ୍ରଥମେ ବାନର ଥିଲା ବୋଲି ସମସ୍ତେ କୁହନ୍ତି।ସାମଞ୍ଜସ୍ୟ ଯଥା ସିମ୍ପାଞ୍ଜି, ଗରିଲା,ହନୁ ମାଙ୍କଡ଼, ଓ ପାତି।ସେହିପରି ୟେ ଚାରୋଟି ଜୀବ ଏକ ବୋଧହୁଏ ସୃଷ୍ଟିର ପ୍ରାରମ୍ଭରେ ଚାରୋଟି ଦେଶର ଜଙ୍ଗଲରେ ରହୁଥିବା ମନେହୁଏ।ହୁଏତ ବର୍ତମାନ ଚାରୋଟି ଆଧୁନିକ ପ୍ରକୁର୍ତିର ଦେଶ ହେଇଛି।ଆମ ଭାରତ ବର୍ଷରେ ବସତି ସ୍ଥାପନ କରିଥିବା ମାଙ୍କଡ଼ଟି ଟିକେ ନିଆରା ବଡ଼ ବଡ଼ ଲୋକ ଏଠି ବଡ଼ ଠକ, ଦେଶ ସ୍ୱାଧୀନ ହେବା ପରଠୁ ଜାଣି ହେଉଛି ବଡ଼ ବଡ଼ ନେତା, ଅଭିନେତା, ଶିଳ୍ପପତି, ସମ୍ବାଦ ପତ୍ରର ମାଲିକ ମାନେ ହୁଏତ ହନୁ ମାଙ୍କଡ଼ ପ୍ରଜାତିର।ଯେମିତି ହନୁ ସର୍ବସ୍ବ ନେଇ ଉଭାନ ହୁଏ ସେମିତି ସରକାରୀ ଅର୍ଥକୁ ହଡପ କରିବା ଆମ ଦେଶର 90% ହନୁଙ୍କର ପରମ୍ପରା ହେଇଗଲାଣି।ଯାହା ବିଦେଶୀ ସିମ୍ପାଞ୍ଜି ମାନଙ୍କ ପାଖରେ ଦେଖିବାକୁ ମିଳେନା।ଏହା ଉପରେ ଏକ ବଳିଷ୍ଠ ଲେଖନୀର ଆବଶ୍ୟକ ରହିଛି।


error: Content is protected !!