ଆନ୍ଦୋଳନରୁ ଓହରିବାକୁ ଆହ୍ୱାନ


ମେଣ୍ଡୁଲି ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିବାକୁ ଆହ୍ୱାନ।ରାଜ୍ୟ ବସ୍ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ଆହ୍ୱାନ।ଷ୍ଟିୟରିଂ ଛାଡ଼ ଆନ୍ଦୋଳନରୁ ଓହରିବାକୁ ଆହ୍ୱାନ।ରାଜ୍ୟ ସରକାର ଆମ ଦାବି ଶୁଣିଛନ୍ତି।ତେଣୁ ଆନ୍ଦୋଳନରୁ ଓହରିଲୁ।ସୋମବାର କେନ୍ଦ୍ର ଆଇନ ବିଷୟରେ ଆଲୋଚନା କରିବୁ।ମେଣ୍ଡୁଲି ଅନ୍ୟ ୨୮ ରାଜ୍ୟ ଆନ୍ଦୋଳନରେ ସାମିଲ ନଥିବାରୁ ଓହରିବାକୁ ନିଷ୍ପତ୍ତି।


error: Content is protected !!